ଦୀପାବଳି ରାତିରେ କରନ୍ତୁ ଏହି ଖାସ କାମ, ବର୍ଷ ସାରା ରହିବ ନାହିଁ ଘରେ ପଇସାର ଅଭାବ…

ଆଗାମୀ କିଛି ଦିନ ପରେ ସାରା ଦେଶ ରେ ଦୀପାବଳି ପର୍ବ ପାଳିତ ହେବ I ଦୀପାବଳି ପର୍ବ କୁ ଲୋକେ ବିଶେଷ ଆଡମ୍ବର ସହକା ରେ ପାଳନ କରିବେ I ଏହି ଦିନ ରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କ ର ବିଶେଷ ପୂଜା ଅର୍ଚନା କରିବେ ସେ ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି କରିବେ I ଧନ ର କୌଣସି ଅଭାବ ରହିବ ନାହିଁ I ତେବେ ଆପଣ ଙ୍କୁ ଏହି ଦିନ ରେ କିଛି ଉପାୟ ଆପଣେଇବାକୁ ହେବ I

ପ୍ରଥମ କାମ
ଦୀପାବଳି ରାତି ରେ ଆପଣ ନିଜ ଛାତ ରେ ଯାଇ ଚାରି ଗୋଟି ଦୀପ ଲଗାନ୍ତୁ ଧ୍ୟାନ ରଖନ୍ତୁ ପ୍ରତୋକ ଦୀପ ର ମୁହଁ ଅଲଗା ଅଲଗା ଦିଗ କୁ ହେଇଥିବ I ଏଥିରେ ଗୋଟେ ଗୋଟେ ଧାନ ପକାଇ ଦିଅନ୍ତୁ I ଏହି ଦୀପ ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I

ଦ୍ୱିତୀୟ କାମ
ଆପଣ ଦୀପାବଳି ରାତି ରେ ଏକ ସାମାନ୍ୟ ସିକ୍କା ନେବେ I ଏହା କୁ ମାତା ଲକ୍ଷ୍ମୀ ଙ୍କ ର ପ୍ରତିମା ତଳେ ରଖି କୁମକୁମ ଓ ଚାଉଳ ରେ ପୂଜା କରିବେ I ସାରା ରାତି ଏହି ସିକ୍କା ସେହିଠାରେ ରଖିଦିଅନ୍ତୁ I ଏବଂ ଆଗାମୀ ଦିନ ନେଇ ଆପଣ ଏହା କୁ ଆଲମାରୀ ରେ ରଖି ଦିଅନ୍ତୁ I

ଏହି ଉପାୟ ଆପଣ ମଧ୍ୟ ଦୀପାବଳି ଦିନ ରେ ଆପଣେଇ ବିଶେଷ ସୁଭତ୍ୱ ପ୍ରାପ୍ତି କରିବେ

Leave a Reply

Your email address will not be published. Required fields are marked *