ମହାଭାରତରେ କୁହା ଯାଇଥିବା ଏହି ସବୁ କଥାକୁ ଯଦି ମାନି ନେବେ ତେବେ ଜୀବନରେ ନିଶ୍ଚୟ ମିଳିବ ସଫଳତା…

ମହାଭାରତ ର ଗ୍ରଂଥ ଜଣେ ବ୍ୟକ୍ତି ଙ୍କ ର ଜୀବନ କାହାଣୀ ବିଷୟ ରେ ଅନେକ କିଛି କହିଥାଏ I ପ୍ରତୋକ ବ୍ୟକ୍ତି ଏହା ଶୁଣି ଆସିଥିବେ କି ଗୀତା ମନୁଷ୍ୟ ଜୀବନ ର ସାର ଅଟେ I ଜଣେ ବ୍ୟକ୍ତି ଏହି ଧର୍ମ ଗ୍ରଂଥ ଆଧାର ରେ ନିଜ ର ଜୀବନ ଅତିବାହିତ କରିଲେ କେବେ ହେଲେ କୌଣସି ସମସ୍ୟା ରେ ପଡି ନ ଥାଏ I

ଏହି ଗୀତା ରେ ଭଗବାନ ଶ୍ରୀ କୃଷ୍ଣ , ଅର୍ଜୁନ ଙ୍କୁ କହିଛନ୍ତି କି କୌଣସି ମଧ୍ୟ ଖରାପ ପରିସ୍ଥିତି ରେ କ୍ରୋଧ କୁ ନିୟନ୍ତ୍ରଣ ରେ ରଖିବା ଉଚିତ I ଜ୍ଞାନୀ ବ୍ୟକ୍ତି ସର୍ବଦା ନିଜ କର୍ମ କୁ ହିଁ ଗୁରୁତ୍ୱ ଦେଇଥାଏ I

ଜ୍ଞାନୀ ବ୍ୟକ୍ତି ଜ୍ଞାନ ପ୍ରାପ୍ତି କରିବା ଇଚ୍ଛା ରେ ଲୋକ ଙ୍କୁ ଦେଖିଥାଏ I ଯେଉଁ ବ୍ୟକ୍ତି ନିଜ ର ମନ କୁ ନିୟନ୍ତ୍ରଣ କରିପାରି ନ ଥାଏ ସେହି ବ୍ୟକ୍ତି ଜୀବନ ରେ ନାନା ସମସ୍ୟା ମଧ୍ୟ ଦେଇ ଗତି କରିଥାଏ I କିନ୍ତୁ ଜଣେ ଜ୍ଞାନୀ ବ୍ୟକ୍ତି ସର୍ବଦା ନିଜ ମନ କୁ ନିଜ ଅଧୀନ ରେ ରଖିପାରିଥାଏ ଏବଂ ଶତ୍ରୁ ଙ୍କୁ ପରାଜିତ କରିପାରିଥାଏ I

ଜଣେ ବ୍ୟକ୍ତି ସେହିପରି ହେଇଥାଏ ଯାହା ସେ ଚିନ୍ତା କରିଥାଏ I ଯଦି ଆପଣ କୌଣସି କାର୍ଯ୍ୟ ରେ ଉର୍ନତି କରିବାକୁ ଚାହିଁବେ ତେବେ ଇଚ୍ଛା ଶକ୍ତି ରହିବା ଜରୁରୀ ଅଟେ I ଯାହା ଦ୍ୱାରା ଅନେକ କଠିନ କାର୍ଯ୍ୟ ମଧ୍ୟ ସରଳ ହେଇଯାଇଥାଏ I