ଏହି ବର୍ଷ ସବୁଠାରୁ ଅଧିକ ରନ କରିଥିବା ଖେଳାଳିଙ୍କର ଶୁଚି ହେଲା ଜାରି, କୋହଲିଙ୍କର ସ୍ଥାନ ଦେଖିକି ଚମକି ଯିବେ …

ବିରାଟ କୋହଲି ଭାରତୀୟ କ୍ରିକେଟ ଟିମ ର ତିନି ଫର୍ମଟ ର କ୍ୟାପଟେନ ଅଟନ୍ତି I ସେ ଡାହାଣ ହାତ ରେ ବ୍ୟାଟିଂ କରନ୍ତି I 2008 ରେ 19 ବର୍ଷ ଆୟୁ ରେ ବିରାଟ ବିଶ୍ୱକପ କ୍ରିକେଟ ର ବିଜେତା ହେଇପାରିଥିଲେ I ଭାରତ ର ଘରୋଇ ଟିମ ରେ ବିରାଟ ଦିଲ୍ଲୀ ଟିମ ର କ୍ୟାପଟେନ ଅଟନ୍ତି I ଏବଂ IPL ରେ ରୟାଲ ଚାଲେଞ୍ଜର ଟିମ ର କ୍ୟାପଟେନ ଅଟନ୍ତି I

ବିଗତ ଦିନ ରେ ଭାରତ ର ସାଉଥ ଆଫ୍ରିକା ଟିମ ସହ ହେଇଥିବା ଟେଷ୍ଟ କ୍ରିକେଟ ରେ ରୋହିତ ଶର୍ମା ଓ ବିରାଟ କୋହଲି ଙ୍କ ର ଭଲ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା I ପ୍ରଥମ ଟେଷ୍ଟ ମ୍ୟାଚ ରେ ରୋହିତ ଶର୍ମା ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏବଂ ଆଜି ଆମେ ଏଠାରେ କିଛି ବରିଷ୍ଠ ଖେଳାଳି ଙ୍କ ର ରନ ରେଟ ବିଷୟ ରେ ଆଲୋଚନା କରିବା I

ଏହି ବର୍ଷ ବିରାଟ କୋହଲି ଟେଷ୍ଟ ରେ 508 ରନ , ୱାନଡେ ରେ 1288 ରନ ଓ ଟି 20 ମ୍ୟାଚ ରେ 283 ରନ କରିଛନ୍ତି I ଏହି ବର୍ଷ ବିରାଟ କୋହଲି 2079 ରନ କରି ପ୍ରଥମ ରେ ରହିଛନ୍ତି I ରୋହିତ ଶର୍ମା ଏହି ବର୍ଷ ଟେଷ୍ଟ ୱାନଡେ ଓ ଟି 20 ମ୍ୟାଚ ରେ 1755 ରନ କରିଛନ୍ତି I

ସେହିପରି ତୃତୀୟ ନମ୍ବର ରେ ଅଛନ୍ତି ରୁଟ ସେ ଟେଷ୍ଟ , ୱାନଡେ ଓ ଟି 20 ମ୍ୟାଚ ରେ 1495 ରନ କରିପାରିଛନ୍ତି I

Leave a Reply

Your email address will not be published. Required fields are marked *