ଧନତେରସ ଦିନ ଏହି ଜିନିଷ କିଣିବା ହେଇଥାଏ ଅଶୁଭ, ଜାଣନ୍ତୁ କଣ କିଣିବା ଶୁଭ ଓ କଣ ଅଶୁଭ …

ଦେଶ ର ସବୁଠାରୁ ବଡ଼ ପର୍ବ ହେଉଛି ଦୀପାବଳି I ଲୋକେ ବର୍ତମାନ ଠାରୁ ହିଁ ଏହି ପର୍ବ ପାଁଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି I ଘର ସଫା ସୁତରାଂ ସହ ସପିଙ୍ଗ ଆଦି ର ଯୋଜନା ମଧ୍ୟ ଲୋକେ ବର୍ତମାନ ଠାରୁ କରିଛନ୍ତି I ଧନତେରସ ଦିନ ରେ ଲୋକେ ଧନ ର ଦେବୀ ପୂଜା କରିଥାନ୍ତି I

ଧନତେରସ ଦିନ ରେ ଘରେ କୌଣସି ନୂଆ ଜିନିଷ କିଣିବା ର ପରମ୍ପରା ଅନେକ ଦିନ ରୁ ଚାଲି ଆସୁଛି I ଭାରତୀୟ ଲୋକେ ଧନତେରସ ଦିନ ରେ କୌଣସି ନା କୌଣସି ଜିନିଷ ଘର କୁ ଆଣିଥାନ୍ତି I ତେବେ କିଛି ଜିନିଷ ଏପରି ରହିଛି ଯାହା ଏହି ଦିନ ରେ କିଣିବା ଶୁଭ ହେଇଥାଏ ତ କିଛି ଏପରି ଜିନିଷ ମଧ୍ୟ ରହିଛି ଯାହା କିଣିବା ଅଶୁଭ ର ସଂକେତ ହେଇଥାଏ I

ଧନତେରସ ଦିନ ଏହା କିଣନ୍ତୁ ନାହିଁ
ଏହି ଲିଷ୍ଟ ରେ ପ୍ରଥମେ ଆସିଛି ଲୁହା ନିର୍ମିତ ବସ୍ତୁ I ଲୁହା ରେ ନିର୍ମିତ କୌଣସି ବସ୍ତୁ ଘର କୁ ଆଣନ୍ତୁ ନାହିଁ I ସେହିପରି କୌଣସି କଳା ରଙ୍ଗ ର କପଡା ମଧ୍ୟ ଆପଣ କିଣନ୍ତୁ ନାହିଁ I ଏହା ଘରେ ନକାରାତ୍ମକ ଉର୍ଜା ଉତ୍ପରଃନ କରିଥାଏ I

ଧନତେରସ କିଣିବେ ଏହି ଜିନିଷ
ଧନତେରସ ରେ କିଛି ଏପରି ଜିନିଷ ରହିଛି ଯାହା କିଣିବା ଲାଭକାରୀ ଅଟେ I ଯଦି ଏହି ଦିନ ରେ ଆପଣ ସୁନା , ରୁପା ଆଦି କିଣିବେ ତେବେ ଏହା ଘର ପାଁଇ ବିଶେଷ ଶୁଭ ହେଇଥାଏ I ଆପଣ ଷ୍ଟିଲ କିମ୍ଭା ଆଲୁମିନିୟମ ର ଜିନିଷ କିଣିପାରିବେ I କିନ୍ତୁ କୌଣସି କଳା ରଙ୍ଗ ର କପଡା କିଣନ୍ତୁ ନାହିଁ I

ତେଣୁ ଏହି ସବୁ କଥା କୁ ବିଶେଷ ଧ୍ୟାନ ଦେଲେ ଆପଣ ଧନତେରସ ଦିନ ରେ ଅନେକ ଶୁଭତ୍ୱ ପ୍ରାପ୍ତି କରିପାରିବେ I