ବାହାଘର 3 ବର୍ଷ ପରେ ଏତେ ବଦଳି ଯାଇଛନ୍ତି ଯୁବରାଜ ସିଂ ଙ୍କର ପତ୍ନୀ, ଆପଣ ଚିହ୍ନି ପାରିବେନି …

ଟିମ ଇଣ୍ଡିଆ ର ଅଲ୍ରାଉଣ୍ଡର ଖେଳାଳି ଯୁବରାଜ ସିଂ ବଲିଉଡ ଅଭିନେତ୍ରୀ ହେଜଲ ଙ୍କୁ ବିବାହ କରିଛନ୍ତି ଏବଂ ଉଭୟ ନିଜ ର ବୈବାହିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I

ଯୁବରାଜ ସିଂ ଓ ହେଜଲ ଙ୍କ ର ବିବାହ 30 ନଭେମ୍ବର 2016 ରେ ହେଇଥିଲା I ହେଜଲ ଙ୍କ ର ବିବାହ ହେବା ପରେ ସେ ନିଜ ର ନାମ ପରିବର୍ତନ କରି ଗୁର୍ବାର୍ଥ କୋର ରଖିଥିଲେ I ହେଜଲ ଙ୍କ ର ପିତା ବ୍ରିଟିଶ ର ନାଗରିକ ଅଟନ୍ତି I

ବିଗତ ଦିନ ରେ ଯୁବରାଜ ସିଂ ନିଜ ପତ୍ନୀ ଙ୍କ ସହ ଏକ ଫୋଟୋ ନିଜ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ସେୟାର କରିଥିଲେ I ଏଥିରେ ହେଜଲ ଅନେକ ପରିବର୍ତନ ହେବାର ଦେଖିବାକୁ ମିଳିଛି I ଏହି ଫୋଟୋ ରେ ଦେଖି ଆପଣ ମଧ୍ୟ ସହଜ ରେ ଜାଣିପାରିବେ ନାହିଁ I

ହେଜଲ ବଲିଉଡ ରେ ଆସିବା ପୂର୍ବ ରୁ ବିଗ ବସ 7 ରେ ଯୋଗ ଦେଇଥିଲେ I ଏଠାରେ ସଲ୍ମାନ ଙ୍କ ର ସହାୟତା ରେ ହେଜଲ ଙ୍କୁ ବଲିଉଡ ରେ ସୁଯୋଗ ମିଳିଥିଲା I ଏବଂ ସଲ୍ମାନ ନିଜ ଫିଲ୍ମ ବଡିଗାର୍ଡ ରେ କାମ କରିବାକୁ ସୁଯୋଗ ଦେଇଥିଲେ I