ଦୀପାବଳିରେ କରିଦିଆନ୍ତୁ ଏହି ସହଜ ଉପାୟ, ଆପଣଙ୍କ ଜୀବନରେ ସବୁକିଛି ହେବ ଶୁଭ, ମାତା ଲକ୍ଷ୍ମୀ ସବୁଦିନ ରହିବେ ଆପଣଙ୍କ ଘରେ …

ଦୀପାବଳି ରେ ବିଶେଷ ରୂପେ ମାତା ଲକ୍ଷ୍ମୀ ଙ୍କ ର ପୂଜା କରାଯାଇଥାଏ I ହିନ୍ଦୁ ଧର୍ମ ରେ ଦୀପାବଳି କୁ ଲୋକେ ଏକ ବଡ଼ ସମାରୋହ ରୂପେ ପାଳନ କରିଥାନ୍ତି I ଏହି ଦିନ ରେ ମାତା ଲକ୍ଷ୍ମୀ ଙ୍କ ର ବିଶେଷ ପୂଜା ଅର୍ଚନା କରାଯାଇଥାଏ I ଦୀପାବଳି ରାତି ରେ ମାତା ଲକ୍ଷ୍ମୀ ଙ୍କ ର ବିଶେଷ ପୂଜା ଅର୍ଚନା କରାଯାଇଥାଏ I ପୁରାଣ ମାନ୍ୟତା ଅନୁସାରେ ଏହି ଦିନ ରେ ହିଁ ପ୍ରଭୁ ଶ୍ରୀ ରାମ ନିଜ ର 14 ବର୍ଷ ର ବନବାସ ସାରି ରାଜ୍ୟ କୁ ଫେରିଥିଲେ ତେଣୁ ସାରା ଦେଶ ବସି ଏହି ଦିନ କୁ ଦୀପାବଳି ରୂପେ ପାଳନ କରିଥାନ୍ତି I

ଦୀପାବଳି ରାତି ରେ କରାଯାଇଥାଏ ବିଶେଷ ପୂଜା ଅର୍ଚନା I ଏହି ଦିନ ରେ ବିଧି ବିଧାନ ରୂପେ ମାତା ଲକ୍ଷ୍ମୀ ଙ୍କ ର ପୂଜା କରାଯାଇଥାଏ I ତେଣୁ ଘରେ ସୁଖ ସମୃଦ୍ଧି ର ଆଗମନ ହେଇଥାଏ I କିଛି ଏପରି ଉପାୟ ମଧ୍ୟ ରହିଛି ଯାହା କୁ ଆପଣେଇ ଆପଣ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିପାରିବେ I

ଆସନ୍ତୁ ଜାଣିବା ଉପାୟ ବିଷୟ ରେ
ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଦୀପାବଳି ଦିନ ରେ ଏକ ଅଶ୍ୱସ୍ଥ ବୃକ୍ଷ ର ପତ୍ର ଘର କୁ ନେଇ ଆସନ୍ତୁ I ଏବଂ ଏଥିରେ ଓଁ ମହଲଷକ୍ଷ୍ମୀ ନମଃ ଲେଖି ପୂଜା ସ୍ଥାନ ରେ ରଖି ଦିଅନ୍ତୁ I

ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି କରିବାକୁ ହେଲେ ଦୀପାବଳି ରେ ଆପଣ ମାତା ଲକ୍ଷ୍ମୀ ଙ୍କ ର ପୂଜା ରେ ଏକ ଅଳେଇଚ ବ୍ୟବହାର କରନ୍ତୁ ଏବଂ ଏହି ଅଳେଇଚ କୁ ତିଳକ ରେ ମିଶାଇ ଦିଅନ୍ତୁ I

ଯଦି ଆପଣ ଦୀପାବଳି ଦିନ ରେ କିନ୍ନର ଙ୍କୁ ଦେଖନ୍ତି ତେବେ ମିଠା ଖାଇବାକୁ ଦିଅନ୍ତୁ ଏବଂ ତାଙ୍କ ଠାରୁ 1 ଟଙ୍କା ମାଗି ନେଇ ଆସନ୍ତୁ I ଏହି ଟଙ୍କା କୁ ଆପଣ ଧନ ରଖୁଥିବା ସ୍ଥାନ ରେ ରଖି ଦିଅନ୍ତୁ I

ଏହି ବର୍ଷ ଦୀପାବଳି ଏକ ଅତ୍ୟନ୍ତ ଶୁଭ ସମୟ ଅଟେ I ଏହି ବର୍ଷ ର ଦୀପାବଳି ରବିବାର ଦିନ ରେ ପାଳିତ ହେଉଛି I ଏହି ଦିନ ରେ ଆପଣ ଧଳା ରଙ୍ଗ ର ବସ୍ତୁ ଦାନ କରନ୍ତୁ ବିଶେଷ ଲାଭବାନ ହେବେ I

ଏହି ଦୀପାବଳି ରାତି ରେ ଆପଣ ଶ୍ରୀ ଯନ୍ତ୍ର ର ସ୍ଥାପନ କରିବେ ବିଶେଷ ଶୁଭ ଫଳ ପ୍ରାପ୍ତି କରିବେ I