ପ୍ରଧାନମନ୍ତ୍ରୀ ମୋଦି ନିଜେ ସମୁଦ୍ର କୁଳ କରିଲେ ସଫା, ଏହାକୁ ଦେଖି ଲଦାଖର ସାଂସଦ କହିଲେ ଏପରି କଥା କି…

ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଁଇ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ ହେଇଛନ୍ତି I ବିଗତ ଦିନ ରେ ମହାବଳି ପୁରମ ରେ ଥିବା ସମୁଦ୍ର ତଟ ସଫା କରିବା ସମୟ ର ପ୍ରଧାନ ମନ୍ତ୍ରୀ ଙ୍କ ର କିଛି ଫୋଟୋ ବେଶ ଭାଇରଲ ହେଇଚି I ଏହି ବାବଦ ରେ ଲଦାଖ ର ସାଂସଦ ଜମୟଙ୍ଗ ସେରିଙ୍ଗ ନାଁଜୟାଲ ର ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ପ୍ରଶଂସା କରିଛନ୍ତି I ସେ ଏହା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଙ୍କ ର ଏପରି କାର୍ଯ୍ୟ ସାରା ଦେଶ ପାଁଇ ଏକ ପ୍ରେରଣା ଅଟେ I

ଏହି ବାବଦ ରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ସମୁଦ୍ର କୁଳ ରେ ସ୍ୱଛତା ଅଭିଯାନ କୁ ସାରା ଦେଶ ବେଶ ପସନ୍ଦ କରିଛି I ଏହି ପ୍ରଶଂସା ଅମିତ ସାହା ମଧ୍ୟ କରିଛନ୍ତି I ସ୍ଵଚ୍ଚ ଓ ସମୃଧ ଭାରତ ପାଁଇ ସେ ଏକ ସଂକଳ୍ପ ନେଇଛନ୍ତି I

ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ରେ ସାରା ଦେଶ ରେ ସ୍ୱଛତା ଅଭିଯାନ ଜୋର ସୋର ରେ ଜାରି ରହିଛି I ଯାହା ର ଭିଡିଓ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟ ରେ ଛାଡିଛନ୍ତି I

ଏହି ସଫେଇ ଅଭିଯାନ ର ଭିଡିଓ ରେ ମୋଦି ଲେଖିଥିଲେ କି ମାମଲାଲ୍ପୁରମ ରେ ସମୁଦ୍ର କୁଳ ସଫେଇ ଅଭିଯାନ I ଏବଂ ନରେନ୍ଦ୍ର ମୋଦି ଏହା ମଧ୍ୟ ଏହି ଭିଡିଓ ରେ କହିଛନ୍ତି ଚାଲନ୍ତୁ ସମସ୍ତେ ମିଶି ଏହି ସଫେଇ ଅଭିଯାନ କୁ ଆଗ କୁ ବଢାଇବା I