ମହିଳା ଭିକାରି ଜଣଙ୍କ 10 ବର୍ଷ ଭିକ ମାଗି ସଞ୍ଚୟ କରିଲେ ଏତେ ଟଙ୍କା, ଜାଣିଲା ପରେ ଉଡିଯିବେ ଆପଣଙ୍କ ହୋସ….

ଆମ ଦେଶ ରେ ଭିକାରି ଙ୍କ ର କୌଣସି ଅଭାବ ନାହିଁ I ବିଗତ ଦିନ ରେ ଏକ ଖବର ଅନୂଆସାରେ ଜଣେ ମହିଳା ଭିକାରି ଙ୍କ ର ବ୍ୟାଙ୍କ ଆକାଉଣ୍ଟ ରେ ଏତିକି ଟଙ୍କା ରହିଛି ଯାହା ଦେଖି ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚଯ୍ୟ ହେଇଥିଲେ I ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପ୍ରାୟ 6.37 କୋଟି ଟଙ୍କା ରହିଥିଲା I ମହିଳା ନିଜ ଟଙ୍କା କୁ ଗୋଟେ ବ୍ୟାଙ୍କ ରୁ ଅନ୍ୟ ବ୍ୟାଙ୍କ କୁ ଟ୍ରାନ୍ସପର କରିବାକୁ ଯାଇଥିଲେ I

ଯେତେବେଳେ ମହିଳା ଟଙ୍କା ଟ୍ରାନ୍ସପର କରିବାକୁ ଆବେଦନ କରିଥିଲେ ତ ବ୍ୟାଙ୍କ କର୍ମଚାରୀ ଆଶ୍ଚଯ୍ୟ ହେଇଥିଲେ କାରଣ ବ୍ୟାଙ୍କ ପାଖ ରେ ମଧ୍ୟ ଏତିକି ଟଙ୍କା ନ ଥିଲା I ଚେକ ଟି ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ଏଥିରେ 30 ସେପ୍ଟେମ୍ବର 2019 ତାରିଖ ରହିଛି I

ଏହି ମହିଳା ସୀଦୋନ ରେ ରୁହନ୍ତି I ସେ ସେଠାରେ ଏକ ହସ୍ପିଟାଲ ସମୁଖ ରେ ବସି ଭିକ ମାଗନ୍ତୁ I ଦୀର୍ଘ 10 ବର୍ଷ ହେବ ଏହି ମହିଳା ସେଠାରେ ବସି ଭିକ ମାଗୁଥିଲେ I ତେବେ ଜଣେ ଭିକାରି ଙ୍କ ର ବ୍ୟାଙ୍କ ଆକାଉଣ୍ଟ ଦେଖି ସବୁ ଲୋକେ ଆଶ୍ଚଯ୍ୟ ହେଇଯାଇଛନ୍ତି I