Ind Vs SA : ଭାରତ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଜିତିବା ପରେ ଏହି ଖେଳାଳି ଦଳରୁ ପଡିଲେ ବାଦ… ନା ଜାଣି ବିଶ୍ୱାସ ହେବ ନାହିଁ …

ଦକ୍ଷିଣ ଆଫ୍ରିକା ର ଟିମ ବର୍ତମାନ ସମୟ ରେ ଭାରତ ଗସ୍ତ ରେ ଅଛନ୍ତି I ବର୍ତମାନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ରେ ତିନି ଟେଷ୍ଟ ମ୍ୟାଚ ଖେଳା ଯାଉଛି I ଦ୍ୱିତୀୟ ଟେଷ୍ଟ ମ୍ୟାଚ 10 ଅକ୍ଟୋବର ରେ ପୁଣେ ମୈଦାନ ରେ ଖେଳ ହୋଇଥିଲା I ବିରାଟ କୋହଲି ବର୍ତମାନ ଭାରତୀୟ ଟିମ ର ନେତୃତ୍ୱ ନେଇଛନ୍ତି ଏବଂ ପ୍ରଥମ ମ୍ୟାଚ ରେ ଭାରତ 601 ରନ କରି ପାରିଛି I ମୟଙ୍କ ଅଗ୍ରୱାଲ 108 ରନ , ବିରାଟ କୋହଲି 254 ରନ ଖେଳିଥିଲେ I

ଟିମ ର ଅନୁଭବୀ ଖେଳାଳି ହେଉଛନ୍ତି ଓପନର ଖେଳାଳି ରୋହିତ ଶର୍ମା I ତେବେ ରୋହିତ ଶର୍ମା ମାତ୍ର 14 ରନ ହିଁ କରିଛନ୍ତି I ତେବେ 19 ଅକ୍ଟୋବର ରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ରେ ରୋହିତ ଶର୍ମା ଙ୍କୁ ଆରାମ ଦିଆ ଯିବ I ତୃତୀୟ ଟେଷ୍ଟ ମ୍ୟାଚ ରେ ଗିଲ ଙ୍କୁ ସୁଯୋଗ ମିଳିବ I ଏହା ତାଙ୍କ ର ଡେବ୍ୟୁ ଟେଷ୍ଟ ମ୍ୟାଚ ହେବ I