ଭୋଡ଼ାଫୋନ ଗ୍ରାହକଙ୍କ ପାଁଇ ବଡ ଖୁସି ଖବର, ଖବର ପଢି ଖୁସିରେ ନାଚି ଉଠିବେ ଆପଣ, ଜାଣନ୍ତୁ କଣ ଏହି ଖୁସି ଖବର …

ବ୍ୟବସାୟ ବୃଦ୍ଧି କରିବାକୁ ଯାଇ ଇଂରେଜ ମାନେ ଏକ ଭାରତୀୟ କମ୍ପାନୀ ହେଚ କୁ କିଣିଛନ୍ତି I ଏହି କମ୍ପାନୀ ର ନାମ ପରିବର୍ତନ ହେଇ ବର୍ତମାନ ଏହା ଭୋଡ଼ାଫୋନ ନାମ ରେ ଚାଲିଛି I ଆପଣ ଭୋଡ଼ାଫୋନ କୁ ଆଇଡ଼ିଆ ନେଟୱାର୍କ ରେ ମଧ୍ୟ ପରିବର୍ତନ କରିପାରିବେ I

2011 ରେ ଏସାର ନାମ କମ୍ପାନୀ ଏଥିରେ ପାର୍ଟନର କମ୍ପାନୀ ରୂପେ କାମ କରୁଥିଲା I ଏହା କୁ $5.46 ବିଲିୟନ ରେ କିଣିଥିଲେ I ଏହା କୁ ପିରାମ୍ଳଲ କମ୍ପାନୀ ମଧ୍ୟ କିଣିଥିଲେ I ଟ୍ରାଇ ର ନିୟମ କୁ ଆଧାର କରି ଗତ ବୁଧବାର ଦିନ ଜିଓ କମ୍ପାନୀ ଏହା କହିଛି କି ଗ୍ରାହକ ଙ୍କୁ କଲ ବାବଦ ରେ ଚାର୍ଜ ଦେବାକୁ ହେବ I ଯାହା କି ଅନ୍ୟ ନେଟୱାର୍କ କୁ 6 ପଇସା ପ୍ରତି ମିନିଟ ରେ ଲାଗିବ I

ଦେବାକୁ ହେବ ନାହିଁ IUC ଚାର୍ଜ
ଜିଓ ର ଏହି ବଡ଼ ନିଷ୍ପତି ରେ ଭୋଡ଼ାଫୋନ କମ୍ପାନୀ ମଧ୍ୟ ନିଜ ର ନୂଆ ବୟାନ ଜାରି କରିଛି I ଭୋଡ଼ାଫୋନ ନିଜ ଗ୍ରାହକ ଙ୍କୁ ଏକ ଖୁସି ଖବର ଆଣିଦେଇଛି I ଭୋଡ଼ାଫୋନ ର ଘୋଷଣା ଅନୁସାରେ ସେ ନିଜ ଗ୍ରାହକ ଙ୍କ ଠାରୁ କୌଣସି IUC ଚାର୍ଜ ନେବ ନାହିଁ I ଅର୍ଥାତ ଏହା ଅନଲିମିଟେଡ଼ ସୁବିଧା ରହିବ I ଏହା କୁ ନେଇ ଭୋଡ଼ାଫୋନ ବ୍ୟବହାର କରୁଥିବା ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି I

ବିଗତ ଦିନ ରେ ଜିଓ ନିଜ ଗ୍ରାହକ ଙ୍କୁ ଅନେକ ଦିନ ଧରି ଅନଲିମିଟେଡ଼ କଲ ସୁବିଧା ପ୍ରଦାନ କରିଥିଲା I ଏବଂ ଏହା ସହ ଡାଟା ମଧ୍ୟ ମାଗଣା ରହିଥିଲା I