ଅମ୍ବାନୀ ପୁଣି ଦେଲେ JIO ଗ୍ରାହକ ମାନଙ୍କୁ ବଡ଼ ଝଟକା, କହିଲେ- ‘ଏବେ ଏହି ଲୋକ ମାନଙ୍କୁ’…

ଟେଲିକମ ଦୁନିଆ ରେ ବେଶ ଚର୍ଚା ରେ ରହିଛି ରିଲାଏନ୍ସ ଜିଓ I ବର୍ତମାନ କିନ୍ତୁ ଜିଓ ଏକ ବଡ଼ ଝଟକା ଦେଇଛି I କମ୍ପାନୀ ର ଘୋଷଣା ଅନୁସାରେ ସବୁ ନମ୍ବର କୁ ଜିଓ ରୁ ଆଉ ମାଗଣା କଲ ଯିବ ନାହିଁ I ଯାହା ଦ୍ୱାରା ଗ୍ରାହକ ଙ୍କ ମଧ୍ୟ ରେ ଅଶାନ୍ତି ଦେଖିବାକୁ ମିଳିଛି I ଏହି ବାବଦ ରେ ରିଲାଏନ୍ସ ପୁଣି ଏହା ପରେ ଏକ ବଡ଼ ଘୋଷଣା କରିଛି I

ସାରା ଦେଶ ରେ ରିଲାଏନ୍ସ ଜିଓ ର କୋଟି କୋଟି ଗ୍ରାହକ ଅଛନ୍ତି I ଯାହା ଦ୍ୱାରା ମାଗଣା କଲ ବନ୍ଦ ହେଲେ ଏହା ର ଗଭୀର ପ୍ରଭାବ ପଡିବ I ଏହା କୁ ନେଇ ଗ୍ରାହକ ଏହା ର ବିରୋଧ କରିଥିଲେ I 9 ଅକ୍ଟୋବର ରେ ରିଲାଏନ୍ସ ଜିଓ ମାଗଣା କଲ ସେବା ବନ୍ଦ କରିଦେଇଥିଲା I କିନ୍ତୁ ପରେ ଏହି ବାବଦ ରେ ପୁଣି ଆଲୋଚନା ମଧ୍ୟ କରିଛି ଜିଓ I

ରିଲାଏନ୍ସ ଜିଓ ର ନୂଆ ଘୋଷଣା
10 ଅକ୍ଟୋବର ରେ ଜିଓ ତରଫରୁ ଆଉ ଏକ ଟ୍ୱିଟ କରାଯାଇଥିଲା I ଏଥିରେ ଜିଓ ଏହି ସ୍ପଷ୍ଟି କରଣ କରିଛି କି ଗ୍ରାହକ କୌଣସି ଅଧିକ ଚାର୍ଜ ଦେବେ ନାହିଁ ଅନ୍ୟ ନମ୍ବର କୁ କଲ କରିବାକୁ ହେଲେ I

ରିଲାଏନ୍ସ ଜିଓ କରିଥିଲା ଏହି ଘୋଷଣା
9 ଅକ୍ଟୋବର ରେ ଜିଓ କରିଥିଲା ଏହି ଘୋଷଣା I ଘୋଷଣା ଅନୁସାରେ ଜିଓ ରୁ ଅନ୍ୟ ନମ୍ବର କୁ ମିନିଟ କୁ 6 ପଇସା ଦେବାକୁ ହେବ କିନ୍ତୁ ଏହା ଆଗାମୀ 1 ଜାନୁୟାରୀ 2020 ରୁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି I

କଣ ପାଁଇ ନିୟମ ରେ ପରିବର୍ତନ
ରିଲାଏନ୍ସ ଜିଓ ର ଏହି ଘୋଷଣା ରେ ପ୍ରଥମେ ଗ୍ରାହକ ଙ୍କ ମଧ୍ୟ ରେ ଅଶାନ୍ତି ଦେଖିବାକୁ ମିଳିଥିଲା I କିନ୍ତୁ ଲୋକ ଙ୍କ ର ଏହି କ୍ରୋଧ ଶାନ୍ତ ହେଇ ନ ଥିଲା I ତେଣୁ ଜିଓ ନିଜ ଘୋଷଣା ରେ ପୁଣି ପରିବର୍ତନ ଆଣିଥିଲା I