ସାପ କାମୁଡିବା ପରେ ମା ନିଜ ପିଲାଟିକୁ ନିଜ କ୍ଷୀର ପିଆଇଦେଲେ, ତାପରେ ଯାହା ହେଲା…

24 ମଇ ରାତି ରେ ଉତ୍ତର ପ୍ରଦେଶ ର ମୁଜାଫରନଗର ରେ ଏକ ପିଲାଟି ର ମୃତ୍ୟୁ ହେଇଚି I କାରଣ ସେ ତା ମା ଠାରୁ ସ୍ତନପାନ କରିଥିଲା I ଜଣେ 35 ବର୍ଷୀୟ ମହିଳା ନିଜ ର ଅଢେଇ ବର୍ଷ ର ପିଲାଟି ସହ ସୋଇଥିଲେ ଏବଂ ନିଦ ରେ ମା ଏହା ଜାଣି ନ ଥିଲେ କି ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଛି I ପିଲାଟି କାନ୍ଦିବା ରୁ ତାକୁ ଚୁପ କରାଇବାକୁ ଯାଇ ସେ ତାଙ୍କ କ୍ଷୀର ପିଲାଟି କୁ ଦେଇଥିଲେ I ଏହା ପରେ ପିଲାଟି ର ସ୍ଵାସ୍ତ୍ୟ ଖରାପ ହେଇଯାଇଥିଲା I ଏବଂ ତାଙ୍କୁ ହସ୍ପିଟାଇଲ ନିଆ ଯାଇଥିଲା I

ମୁଜାଫରନଗର ପୋଲିସ ଙ୍କ ର ସୂଚନା ଅନୁସାରେ ପିଲାଟି ର ସ୍ଵାସ୍ତ୍ୟ ଖରାପ ହେବା ପରେ ମା ର ସ୍ଵାସ୍ତ୍ୟ ମଧ୍ୟ ଖରାପ ହେଇଯାଇଥିଲା I ଏବଂ କିଛି ସମୟ ପରେ ମା ର ମଧ୍ୟ ମୃତ୍ୟୁ ହେଇଥିଲା I ଏହା ପରେ ପିଲାଟି ମଧ୍ୟ ମୃତ୍ୟୁବରଣ କରିଥିଲା I

ଭାରତ ରେ 300 ପ୍ରଜାତି ର ସାପ ରହିଥାନ୍ତି ଏବଂ 60 ପ୍ରଜାତି ର ସାପ ବିଷଧର ହେଇଥାନ୍ତି I ରିପୋର୍ଟ ଅନୁସାରେ ପ୍ରତୋକ ବର୍ଷ 46000 ଲୋକେ କେବଳ ସାପ କାମୁଡ଼ା ରେ ହିଁ ମୃତ୍ୟୁବରଣ କରିଥାନ୍ତି I