ଏସିଆ କପ 2020 ରେ ଭାରତର ଖେଳିବା ହେଲା କଷ୍ଟକର, ଏଥର ପିକା ପଡିଯିବ ଏସିଆ କପର ଚମକ, ଜାଣନ୍ତୁ କଣ ରହିଛି କାରଣ …

ଏସୀୟ କପ କିଛି ଏସୀୟ ର ଦେଶ ମଧ୍ୟ ରେ କ୍ରିକେଟ ମ୍ୟାଚ ହେଇଥାଏ I ଏହି ଆଗାମୀ ଏସୀୟ କପ 15 ତମ ସଂସ୍କରଣ ହେବ I ଯାହା କି ଟି 20 ଫର୍ମଟ ରେ ଖେଳାଯିବ I ଏହା ଆଗାମୀ 2020 ମସିହା ରେ ଆୟୋଜିତ ହେବ I ପାକିସ୍ତାନ ଏସୀୟ କପ ରେ ମଧ୍ୟ ଯୋଗ ଦେବାକୁ ଯାଉଛି I କିନ୍ତୁ ଭାରତୀୟ ଟିମ ପାକିସ୍ତାନ ସହ ଏଠାରେ ଖେଳିବାକୁ ରାଜି ହେବ ନାହିଁ I ବିଗତ ଦିନ ରେ 2009 ରେ ଯେତେବେଳେ ଶ୍ରୀ ଲଙ୍କା ଖେଳାଳି ମାନେ ଆସିଥିଲେ ତାଙ୍କ ବସ ଉପରେ ପାକିସ୍ତାନ ରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ ତେଣୁ ଭାରତ ପାକିସ୍ତାନ ରେ ଆୟୋଜିତ ହେବାକୁ ଯାଉଥିବା ଏହି ମ୍ୟାଚ ରେ ସାମିଲ ହେବ ନାହିଁ I

ଯଦି ଭାରତୀୟ ଟିମ ଏସୀୟ କପ ରେ ନ ଖେଳିବ ତେବେ ନିଶ୍ଚିତ ରୂପେ ଏହି ମ୍ୟାଚ ର ମଜା ରହିବ ନାହିଁ I ତେଣୁ ଏହି ସମସ୍ୟା ର ସମାଧାନ ପାଁଇ କ୍ରିକେଟ ବୋର୍ଡ ର ମିଳିତ ଆଲୋଚନା ଜାରି ରହିଛି ଏବଂ ଖୁବ ଶୀଘ୍ର ଏହା ର କୌଣସି ଚୂଡାନ୍ତ ନିଷ୍ପତି ମଧ୍ୟ ଆପଣ ଦେଖିବାକୁ ପାଇବେ I