ମୋବାଇଲରେ କଥା ହେଉ ହେଉ ସାପ ଉପରେ ବସିପଡିଲେ ମହିଳା, ଆଉ ତାପରେ ଯାହା ହେଲା…

ଆଜିକା ସମୟ ରେ ଲୋକେ ମୋବାଇଲ ର ବହୁଳ ବ୍ୟବହାର କରୁଛନ୍ତି I ମନୁଷ୍ୟ ନିଜ ର ଅଧିକାଂଶ କାର୍ଯ୍ୟ ପାଁଇ ମୋବାଇଲ ଫୋନ ର ସହାୟତା ନେଉଛି I ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବର୍ତମାନ ବେଶ ଚର୍ଚା ରେ ରହିଛି I ମୋବାଇଲ ର ବ୍ୟବହାର ଯେତିକି ଭଲ ସେତିକି ଖରାପ ମଧ୍ୟ ଅଟେ I ତେବେ ଆଜି ର ଏହି ଘଟଣା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଜଣେ ମହିଳା ଫୋନ ରେ କଥା ହେଇ ହେଇ ଏତେ ବ୍ୟସ୍ତ ହେଇଯାଇଥିଲେ କି ଏକ ସାପ ଉପରେ ବସିଯାଇଥିଲେ I

ପୀଡିତ ମହିଳା ଙ୍କ ର ନାମ ଗୀତା ଯାଦବ ଅଟେ I ଗୋରଖ ପୁର ର ଗଗହା ଥାନା ର ଗ୍ରାମ ରିୟବ ରେ ରୁହନ୍ତି I ତାଙ୍କ ପତି ଥାଇଲାଣ୍ଡ ରେ ରହି ଚାକିରୀ କରୁଛନ୍ତି I ରାତି ରେ ଜୟସିଂ ନିଜ ପତ୍ନୀ ଙ୍କୁ ଫୋନ କରିଥିଲେ ଓ ଗୀତ ଫୋନ ରେ କଥା ହେଇ ହେଇ ଏକ ପଲଙ୍କ ରେ ବସିଯାଇଥିଲେ କିନ୍ତୁ ସେ ଜାଣି ନ ଥିଲେ ସେ ଯେଉଁଠାରେ ବସୁଛନ୍ତି ସେଠାରେ ଏକ ସାପ ରହିଛି I

ବସିବା ପରେ ସାପ ଛୋଟ ମାରିଥିଲା ଏବଂ ଗୀତ ଙ୍କ ର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରେ ଲାଗିଥିଲା I ଏହା ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା କିନ୍ତୁ ଚିକିତ୍ସା ସମୟ ରେ ହିଁ ତାଙ୍କ ର ମୃତ୍ୟୁ ହେଇଥିଲା I ଗ୍ରାମବାସୀ ରାଗିଯାଇ ସେହି ସାପ ଯୋଡି ଙ୍କୁ ମଧ୍ୟ ମାରିଦେଇଥିଲେ I

ଏହା ଏପରି କୌଣସି ପ୍ରଥମ ଘଟଣା ନୁହେଁ ପୂର୍ବ ରୁ ମଧ୍ୟ ଜନପୁର ରେ ଏପରି ଏକ ପିଲାଟି କୁ ସାପ କାମୁଡିଥିଲା ଏବଂ ସାପ ନିଜେ ମରିଯାଇଥିଲା I ଘଟଣା ର କିଛି ସମୟ ପରେ ପିଲାଟି ର ମଧ୍ୟ ମୃତ୍ୟୁ ହେଇଥିଲା I ସେହିପରି ଉତ୍ତର ପ୍ରଦେଶ ର ଏକ ମାମଲା ଦେଖିବାକୁ ମିଳିଛି I

ତେଣୁ ମୋବାଇଲ ର ବ୍ୟବହାର ରେ ସର୍ବଦା ସତର୍କତା ଆପଣେଇବା ଉଚିତ I ଏବଂ ଅବହେଳା ଦ୍ୱାରା ଆପଣ ହଇରାଣ ମଧ୍ୟ ହେଇପାରନ୍ତି I