ସୁଟିଙ୍ଗ ସମୟରେ ରାଶିରେ ଓଳିବା ସମୟରେ ବେହୋସ ହୋଇଗଲେ କମେଡିୟନ, ଅକ୍ଷୟ କୁମାର ଏପରି ବଞ୍ଚାଇଲେ ତାଙ୍କ ଜୀବନ…

ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅକ୍ଷୟ କୁମାର ଜଣେ ସୁପର ଷ୍ଟାର ଅଟନ୍ତି I ଏବଂ ଅସମୟ ରେ ଲୋକ ଙ୍କ ର ସହାୟତା କରିବାକୁ ନେଇ ମଧ୍ୟ ବେଶ ପରିଚିତ ଅଟନ୍ତି I ଫିଲ୍ମ ହାଉସଫୁଲ 4 ର ପ୍ରମୋସନ ରେ ପହଂଚିଥିଲେ ଏବଂ ସେଠାରେ ଜଣେ ହାସ୍ୟ କଳାକାର ଅଚାନକ ବେହଶ ହେଇଯାଇଥିଲେ I

ସୁଟିଂ ସମୟ ରେ ବେହୋସ ହେଇଯାଇଥିଲେ
ଏକ ଟିଭି ସୋ ସେଟ ରେ ଅକ୍ଷୟ କୁମାର ଫିଲ୍ମ ହାଉସଫୁଲ 4 ର ପ୍ରମୋସନ କରିବାକୁ ପହଂଚିଥିଲେ I ଅକ୍ଷୟ କୁମାର ଙ୍କ ର ଏଥର ଟିଭି ସୋ ରେ ହୋଷ୍ଟ ଥିଲେ ମନୀଷ ପାଲ I ଏହି ସୋ ର କମେଡିଆନ ଅଲ୍ଲୀ ସାଗର ଓ ଆକ୍ଟର ହୋଷ୍ଟ ପରିତୋଷ ତ୍ରିପାଠୀ ଜଣେ ଆକ୍ଟର ଥିଲେ I ଏହି ସମୟ ରେ ପରିତୋଷ ଅଚାନକ ବେହଶ ହେଇଯାଇଥିଲେ I ଏବଂ ହାରନେଶ ରେ ଓହଳିରହି ସେ ବେହଶ ହେଇଯାଇଥିଲେ I କେହି ଜାଣିପାରି ନ ଥିଲେ କି ହେଉଛି କଣ I ଏହି ସମୟ ରେ ଅକ୍ଷୟ କୁମାର ଓ ତାଙ୍କ ଗୃପ ଲୋକେ ତାଙ୍କୁ ଓଲ୍ହାଇଥିଲେ I


ପରିତୋଷ ରିୟାଲିଟି ସୋ ଡ୍ୟାନ୍ସ ସୋ ସୁପର ଷ୍ଟାର ଡ୍ୟାନ୍ସର ରେ ମାମା ଭୂମିକା ରେ ସେ ହୋଷ୍ଟ କରୁଥିଲେ I ଆପଣ ଓହଳିଥିବା ଲଲଲୀ ସାଗର ଙ୍କୁ କପିଳ ଙ୍କ ସୋ ରେ ମଧ୍ୟ ଦେଖିଥିବେ I ଅନ୍ୟପଟେ ଅକ୍ଷୟ କୁମାର ଙ୍କ ର ଫିଟ୍ନେସ କୁ ନେଇ ସେ ଆଜି ମଧ୍ୟ ଚର୍ଚା ରେ ରହିଥାନ୍ତି I ଫିଲ୍ମ ହାଉସଫୁଲ 4 ଟି 26 ଅକ୍ଟୋବର ରେ ରିଲିଜ ହେବାକୁ ଯାଉଛି I