କୌଣସି ଅଭିଶାପରୁ କମ ନୁହେଁ ଘରେ ଏହି 3 ଗୋଟି ଜିନିଷ ରଖିବା, ଦୁର୍ଭାଗ୍ୟ ଓ ଦରିଦ୍ରତା କୁ କରିଥାଏ ଆକର୍ଷିତ …

ଆପଣ ଙ୍କ ଘରେ ଆପଣ ଙ୍କ ର ଉର୍ନତି ଓ ଉତ୍ତମ ଭବିଷ୍ୟତ ପାଁଇ ଘର ର ବାସ୍ତୁ ବିଶେଷ ଗୁରୁତ୍ୱପୂର୍ଣ ଅଟେ I ଘର କୁ ମଧ୍ୟ ସଜେଇକି ସଠିକ ସ୍ଥାନ ରେ ସଠିକ ଜିନିଷ ରଖିବା ଉଚିତ I ତେବେ ଏପରି 3 ଗୋଟି ଜିନିଷ ଯାହା କୌଣସି ଅଭିଶାପ ରୁ କିଛି କମ ନୁହେଁ I

କଳା କବାଟ
ଘର ମଧ୍ୟ ରେ କେବେ ହେଲେ କଳା ଦୁଆର ଲଗାଇବା ଉଚିତ ନୁହେଁ I ଏପରି ମାନ୍ୟତା ରହିଛି କି କଳା ଦୁଆର ନକାରାତ୍ମକ ପ୍ରଭାବ ର ଏକ ସ୍ରୋତ ଅଟେ I ଯେଉଁ ଘରେ କଳା ଦୁଆର ରହିଥାଏ ସେହି ଘରେ ସର୍ବଦା କିଛି ନା କିଛି ଅଘଟଣ ଲାଗି ରହିଥାଏ I

ତାଜମହଲ
ତାଜମହଲ ଏକ ସୁନ୍ଦର ପ୍ରତିମୁର୍ତି ପ୍ରେମ ର ହେଇପାରେ I କିନ୍ତୁ ଏପରି ସୌନ୍ଦର୍ଯ୍ୟକରଣ ଜିନିଷ କୁ ଘରେ ରଖିବା ଉଚିତ ନୁହେଁ I କାରଣ ଏହା ଏକ କବର ର ପ୍ରତୀକ ଅଟେ I ଏହା କୁ ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଓ ଦରିଦ୍ରତା ଲାଗି ରହିଥାଏ I ତେଣୁ ଏହା କୁ କେବେ ହେଲେ ଘର କୁ ଆଣନ୍ତୁ ନାହିଁ I

ସୀଢୀ ତଳେ ମନ୍ଦିର
କିଛି ଲୋକେ ସୀଢୀ ତଳେ ଭଗବାନ ଙ୍କ ର ସ୍ଥାନ କରି ପୂଜା କରିଥାନ୍ତି I ଏହା ବହୁତ ବଡ଼ ପାପ ଅଟେ I ଏହା ଘର ଅନିଷ୍ଠ ହେବାର ମୁକ୍ଷ୍ୟ କାରଣ ଅଟେ I ଏପରି ପରିବାର ଉପରେ ଦୁଃଖର ଆଗମନ ଲାଗି ରହିଥାଏ I ପରିବାର ରେ ଆବଶ୍ୟକତା ରୁ ଅଧିକ ଦୁଃଖ ଲାଗିରହିଥାଏ I ତେଣୁ ଭୁଲ ରେ ମଧ୍ୟ କେବେ ହେଲେ ଭଗବାନ ଙ୍କୁ ସୀଢୀ ତଳେ ରଖି ପୂଜା କରିବା ଉଚିତ ନୁହେଁ I