ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଉପରେ ଆସିଲା ଏହି ୫ଟି ବଡ ସଙ୍କଟ,୫ ନମ୍ବର ସଙ୍କଟ ସବୁଠୁ ବଡ, ପଢନ୍ତୁ ସମ୍ପୂର୍ଣ ଖବର …

ଯେପରି କି ଆପଣ ଜାଣିଛନ୍ତି ବର୍ତମାନ ସମୟ ରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ ରେ ଅଛନ୍ତି ଓ ସେଠାରେ ଟେଷ୍ଟ ସିରିଜ ଜାରି ରହିଛି I ଟେଷ୍ଟ ସିରିଜ ର ଦ୍ୱିତୀୟ ରାଉଣ୍ଡ ରେ ବି ଭାରତ ର ଖରାପ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା I କିନ୍ତୁ ତୃତୀୟ ରାଉଣ୍ଡ ପୂର୍ବ ରୁ ହିଁ ଭାରତ ପାଁଇ କିଛି ବଡ଼ ସମସ୍ୟା ଦେଖିବାକୁ ମିଳିଛି I ତେବେ ଚାଲନ୍ତୁ ଜାଣିବା କେଉଁ 5 ଗୋଟି ବଡ଼ ସମସ୍ୟା ଭାରତୀୟ ଖେଳାଳି ଙ୍କ ପାଁଇ ରହିଛି I

ପ୍ରଥମ – ଦ୍ୱିତୀୟ ଟେଷ୍ଟ ରେ ଟସ ଜିତିବା ରେ ବେଶ ଗୁରୁତ୍ୱ ପୂର୍ବ ବିଷୟ ଥିଲା I କାରଣ ଏଥିରେ ବ୍ୟାଟିଂ କରିଥିବା ଦଳ ଲାଭ ରେ ରହିଥିଲା I କିଛି ଏପରି ମେଲବର୍ନ କ୍ରିକେଟ ଷ୍ଟାଡିୟମ ରେ ଦେଖିବାକୁ ମିଳିଥିଲା I ତେଣୁ ଆଗାମୀ ସମୟ ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ଉଚିତ I

ଦ୍ୱିତୀୟ – ଭାରତୀୟ ଦଳ ପାଁଇ ଓପନର ଖେଳାଳି ହେଉଛି ବଡ଼ ସମସ୍ୟା I ଆଗାମୀ ମ୍ୟାଚ ରେ ଭାରତ ର ଓପନର ଖେଳାଳି ହେଉଛନ୍ତି ଦଳ ପାଁଇ ବଡ଼ ସମସ୍ୟା ର କାରଣ I

ତୃତୀୟ – ବର୍ତମାନ ଭାରତୀୟ କ୍ରିକେଟ ରେ ଦୁଇଜଣ ଅଲ୍ରାଉଣ୍ଡର ଖେଳାଳି ଅଛନ୍ତି ଜଣେ ହାର୍ଦିକ ପାଣ୍ଡିଆ ଓ ଆଉ ଜଣେ ରବୀନ୍ଦ୍ର ଜାଡେଜା I ତେଣୁ କାହାକୁ ଦଳ ରେ ସାମିଲ କରାଯିବ ଏହା ହେଉଛି ଏକ ବଡ଼ ସମସ୍ୟା I

ଚତୁର୍ଥ – ପ୍ରଥମ ମୁକାବିଲା ରେ ରବିଚନ୍ଦ୍ରନ ଅଶ୍ୱିନୀ ଙ୍କ ର କମାଲ ଦେଖିବାକୁ ମିଳିଥିଲା I କିନ୍ତୁ ଦ୍ୱିତୀୟ ଟେଷ୍ଟ ରେ ଅନୁଭବୀ ଖେଳାଳି ଙ୍କ ର ଖରାପ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଛି I ଯାହା କି ଅଷ୍ଟ୍ରେଲିଆ ଦଳ ବିଜୟ ର କାରଣ ହେଇଥିଲା I

ପଞ୍ଚମ – ବର୍ତମାନ ସମୟ ରେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ୱିନୀ ଦୁହେଁ ଭଲ ସ୍ପିନର ଖେଳାଳି ଅଟନ୍ତି I ତେଣୁ କେଉଁ ବୋଲର ଙ୍କୁ ଆଗାମୀ ମ୍ୟାଚ ରେ ସୁଯୋଗ ମିଳିବା ଉଚିତ ଏହା କୁ ନେଇ ଦଳ ବର୍ତମାନ ଚିନ୍ତା ରେ ରହିଛି I

One Comment on “ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଉପରେ ଆସିଲା ଏହି ୫ଟି ବଡ ସଙ୍କଟ,୫ ନମ୍ବର ସଙ୍କଟ ସବୁଠୁ ବଡ, ପଢନ୍ତୁ ସମ୍ପୂର୍ଣ ଖବର …”

Leave a Reply

Your email address will not be published. Required fields are marked *