ଇଣ୍ଟରଭିଉ ରେ ପଚରାଗଲା- ଭାରତ ରେ ସବୁଠୁ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହେଇଥାଏ? ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେବେ ..

ଜଣେ ବିଦେଶୀ ଲେଖିକା ସୁନ୍ଦର ଭାବ ରେ ଏକ ପୁସ୍ତକ ରେ ବର୍ଣନା କରିଥିଲେ ଯଦି ଆପଣ ଙ୍କୁ ବାସ୍ତବ ରେ ଭଗବାନ ଙ୍କ ର ଦର୍ଶନ କରିବାକୁ ଅଛି ତେବେ ପ୍ରକୃତି ରେ ସକାଳ ର ସୂର୍ଯ୍ୟ ଉଦୟ କୁ ଦର୍ଶନ କରନ୍ତୁ I ଦିନ ର ଆରମ୍ବ ବି ସକାଳ ର ସୂର୍ଯ୍ୟକିରଣ ରୁ ହିଁ ହେଇଥାଏ I

ସୂର୍ଯ୍ୟ ଙ୍କ ର ସକାଳ ର ସକାରାତ୍ମକ କିରଣ ପରିବେଶ ର ମତବାରଣ କୁ ବି ସୁମଧୁର କରିଥାଏ I ସକାଳୁ ଯଦି ଆପଣ ସୂର୍ଯ୍ୟ ଙ୍କ ର କିରଣ ପାଇବାକୁ ଚେଷ୍ଟା କରନ୍ତି ତେବେ ନିଶ୍ଚିତ ରୂପେ ଆପଣ ସର୍ବଦା ସୁସ୍ଥ ରହିବେ I ତେବେ ଆଜି ଆମେ ଏହି ପୋଷ୍ଟ ମଧ୍ୟମ ରେ ଭାରତ ର ସେହି ଅଜ୍ଞାତ ସ୍ଥାନ ବିଷୟ ରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରଥମେ ସୂର୍ଯ୍ୟ ଙ୍କ ର କିରଣ ପଡିଥାଏ I ସେହି ସ୍ଥାନ ର ନାମ ହେଉଛି ଡଙ୍ଗ , ଏହା ପୂର୍ବ ଭାରତ ର ଅରୁଣାଚଳ ପ୍ରଦେଶ ରେ ରହିଛି I

ଅରୁଣାଚଳ ପ୍ରଦେଶ ର ଡଙ୍ଗ : ସମୁଦ୍ର ସ୍ତର ରୁ 1240 ମିଟର ଉଚତା ରେ ରହିଛି ଏହି ସ୍ଥାନ I ଭାରତ ରେ ଅରୁଣଚଳ ପ୍ରଦେଶ ରେ ଏହା ଏକ ସୁନ୍ଦର ଗ୍ରାମ ଅଟେ I ଏହି ସ୍ଥାନ ରେ ପ୍ରଥମେ ହିଁ ଭାରତ ରେ ସୂର୍ଯ୍ୟ ଙ୍କ ର କିରଣ ପଡିଥାଏ I ତେଣୁ ଆଜିକା ସମୟ ରେ ଏହା ଏକ ପର୍ଯ୍ୟଟନ ସ୍ଥଳ ଅଟେ I ଏହି ସ୍ଥାନ କୁ ଯିବାକୁ ହେଲେ 8 କିମି ପାହାଡ଼ ଅଂଚଳ ଦେଇ ଯିବାକୁ ହେବ I ଏବଂ ଏଠାରେ ସାମାନ୍ୟ ସୂର୍ଯ୍ୟଉଦୟ 4 ଘଂଟିକା ସମୟ ରୁ ହିଁ ହେଇଥାଏ I

ପରିପାର୍ଶ୍ଵ ର ଆକର୍ଷଣ : ଡଙ୍ଗ ସ୍ଥାନ ରେ ଆପଣ ସୂର୍ଯ୍ୟ ଙ୍କ ର ପ୍ରଥମ କିରଣ ଦେଖିବା ଛଡା ସେହି ଅଂଚଳ ର ପରିପାର୍ଶ୍ଵିକ ସୁନ୍ଦରତା କୁ ବି ଅନୁଭବ କରିପାରିବେ I ଏହା ବଳଙ୍ଗ ର ଶାବ୍ଦିକ ଅର୍ଥ ଅଟେ ଏବଂ ଏହା ବାଉଁଶ ଗଛ ରେ ପରିପୂର୍ଣ ସ୍ଥାନ ଅଟେ I ଏହା ନିଜ ର ଐତିହାସିକ ମହତ୍ୱ ପାଁଇ ପରିଚିତ ଅଟେ I 1962 ମସିହା ରେ ଭାରତ ଚୀନ ଯୁଧ୍ୟ ସମୟ ରେ ଏଠାରେ ଭାରତ ର ଅନେକ ଯବାନ ସହିଦ ହେଇଥିଲେ I ସେହି ସ୍ଥାନ ରେ ଯବାନ ଙ୍କ ର ଅନେକ ସ୍ମାରକ ମଧ୍ୟ ରହିଛି I

ଆସିବା ର ସମୟ : ଡଙ୍ଗ ସ୍ଥାନ କୁ ଆସିବାକୁ ହେଲେ ଏହା ଅରୁଣାଚଳ ପ୍ରଦେଶ ର ସବୁଠାରୁ ଉଚା ସ୍ଥାନ ରେ ରହିଛି I ଏବଂ ଏହା ବର୍ଷସାରା ପାଣିପାଗ ଭଲ ରହିଥାଏ I ଏବଂ ଏହି ସୁନ୍ଦର ପାଣିପାଗ କାରଣ ରୁ ଆପଣ ବର୍ଷ ର କୌଣସି ବି ଋତୁ ରେ ଏଠାକୁ ଆସିପାରିବେ I କିନ୍ତୁ ଏଠାକୁ ଆସିବାକୁ ସବୁଠାରୁ ଉତ୍ତମ ସମୟ ହେଉଛି ଅପ୍ରେଲ ଓ ଅକ୍ଟୋବର ମଧ୍ୟ ସମୟ ରେ I ଏହି ସମୟ ରେ ଏହି ଅଂଚଳ ର ପାଣିପାଗ ଖୁବ ଭଲ ରହିଥାଏ I

କଣ ପାଁଇ ଆସିବେ : ଏହା ଦେଶ ର ଏକମାତ୍ର ସ୍ଥାନ ଯେଉଁଠାରେ ଦେଶ ରେ ପ୍ରଥମ ସୂର୍ଯ୍ୟ ଉଦୟ ହେଇଥାଏ I ଏହା ର ପରିପାର୍ଶ୍ଵିକ ସୁନ୍ଦରତା କୁ ବି ଆପଣ ଉପଭୋଗ କରିପାରିବେ I ଏଠାରେ ଆପଣ ଫୋଟୋଗ୍ରାଫି ମଧ୍ୟ କରିପାରିବେ I

କିପରି ଯିବେ : ଡଙ୍ଗ ଅରୁଣାଂଚଳପ୍ରଦେଶ ରେ ଯାହା କି ରହିଛି , ଏଠାକୁ ଆପଣ ଯିବାକୁ ହେଲେ ନିକଟ ରେ ଥିବା ଏୟାରପୋର୍ଟ ଯାଇକି ଆପଣ ଆସିପାରିବେ କିମ୍ଭା ରେଳ ମାର୍ଗ ରେ ବି ଆପଣ ଟିଂସୁକୀଆ ରେଳ ଷ୍ଟେସନ ରୁ ଆସିପାରିବେ I କିନ୍ତୁ ଆପଣ ଚାହିଁଲେ ସଡକ ମାର୍ଗ ଦ୍ୱାରା ବି ଏଠାରେ ପହଂଚି ପାରିବେ I

One Comment on “ଇଣ୍ଟରଭିଉ ରେ ପଚରାଗଲା- ଭାରତ ରେ ସବୁଠୁ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହେଇଥାଏ? ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେବେ ..”

Leave a Reply

Your email address will not be published. Required fields are marked *