ପ୍ରଭାସଙ୍କୁ ମିଳିଲା ଇତିହାସର ସବୁଠୁ ବଡ ଫିଲ୍ମ, 1000 କୋଟି ଟଙ୍କା ହେବ ଖର୍ଚ୍ଚ, ଶୀଘ୍ର ହେବ ସୁଟିଙ୍ଗ ଆରମ୍ଭ, ଫିଲ୍ମର ନାଁ

ନିଜ କ୍ଷମତା ରେ ବଲିଉଡ ରେ ଅଭିନୟ କରି ଆଜି ପ୍ରଭାସ ସଫଳତା ର ଶୀର୍ଷ ରେ ପହଂଚିପାରିଛନ୍ତି I ତେବେ ପ୍ରଭାସ ଙ୍କ ହାତ ରେ ଏକ ହଜାରେ କୋଟି ର ଏକ ପ୍ରୋଜେକ୍ଟ ମିଳିଛି I ଅମୀର ଖାଁ ଫିଲ୍ମ ମହାଭାରତ ପାଁଇ ପ୍ରଭାସ ଙ୍କୁ ବାଛିଛନ୍ତି I ଅମୀର ଙ୍କ ର ଡ୍ରିମ ପ୍ରୋଜେକଟ ମହାଭାରତ ଯାହା କି ବର୍ତମାନ ଖୁବ ଚର୍ଚା ରେ ରହିଛି I ଅମୀର ତିନିଗୋଟି ଫିଲ୍ମ କରିବା ର ଯୋଜନା କରୁଛନ୍ତି I

ତେବେ ଅମୀର ନିଜ ର ଫିଲ୍ମ ମହାଭାରତ ପାଁଇ ପ୍ରଭାସ ଙ୍କୁ ବାଛିଛନ୍ତି I କାରଣ ଫିଲ୍ମ ବାହୁବଳୀ ପ୍ରଭାସ ଙ୍କ ର ଅଭିନୟ ଅମୀର ଙ୍କୁ ଖୁବ ପସନ୍ଦ ଆସିଥିଲା I ପ୍ରଭାସ ଏହି ଫିଲ୍ମ ରେ କେଉଁ ଅଭିନୟ କରିବେ ଏହା ବର୍ତମାନ ପର୍ଯ୍ୟନ୍ତ ଜଣାଯାଇନାହିଁ I କିନ୍ତୁ ଲୋକେ ଏହି ଆଶା ରେ ଅଛନ୍ତି କି ସେ ଅର୍ଜୁନ ଭୂମିକା ରେ ଅଭିନୟ କରିପାରିବେ I ତେବେ ଖବର ଅନୁସାରେ ପ୍ରଭାସ ଙ୍କ ର ଫିଲ୍ମ ଶହୋ ରିଲିଜ ହେବା ପରେ ପ୍ରଭାସ ବିବାହ କରିପାରନ୍ତି I ଏହି ଫିଲ୍ମ ଶହୋ ରେ ଶ୍ରଦ୍ଧା କପୁର , ନୀଳ ନିତିନ ମୁକେଶ , ଛାଙ୍କି ପାଣ୍ଡେ ପରି ବଡ଼ ବଡ଼ କଳାକାର ଅଭିନୟ କରୁଛନ୍ତି I

ଏହି ଫିଲ୍ମ ରେ ଆପଣ ପ୍ରଭାସ ଙ୍କୁ ଶ୍ରଦ୍ଧା ଙ୍କ ଅପୋଜିଟ ରେ ପାଇପାରିବେ I ତେବେ ବର୍ତମାନ ସବୁ ଲୋକଙ୍କ ର ଏହି ଅପେକ୍ଷା କି କିଏ ସେହି ଯୁବତୀ ଯାହାଙ୍କୁ ପ୍ରଭାସ ବିବାହ କରିବାକୁ ଯାଉଛନ୍ତି I ତେବେ ଏହି ବାବଦ ରେ ସେ ମିଡ଼ିଆ ଙ୍କ ର ପ୍ରଶ୍ନ କୁ ବି ସମୁଖୀନ କରୁନାହାନ୍ତି ତେବେ ଏହା ତ ସମୟ ର ଅପେକ୍ଷା କେବେ ପ୍ରଭାସ ବିବାହ କରିବେ I